Jump to content

ଦାବା

ଉଇକିଅଭିଧାନ‌ରୁ

ଦାବା

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (କଚିରିଆ) (ଫା)

[ସମ୍ପାଦନା]
୧. ମକଦ୍ଦମା; ନାଲିଶ — ୧. Suit; claim-case.
୨. ନାଲିଶ କରିବା —୨. Suing.
୩. ଅପରାଧର ଅଭିଯୋଗ — ୩. Charge of an offence.

ଦାବୀ ଦାବା ନ ଥିବା ଏକ ରିପୋର୍ଟ କେନ୍ଦ୍ରାପଡ଼ା ଥାନା ଦାରୋଗା ନିକଟକୁ ପଠାଇ ମାମଲା ଖତମ କଲେ— ଫକୀରମୋହନ. ଛମାଣ ଆଠଗୁଣ୍ଠ

୪. ଦାବୀ କରିବା —୪. Claiming.
୫. ସତରଞ୍ଜି ଖେଳ— ନ୍ୟାୟବଳ ଖେଳ — ୫. The game of chess.
୬. ସତରଞ୍ଜି ଖେଳର ମନ୍ତ୍ରୀ — ୬. The queen in the game of chess.