ଦାବି
ଦେଖଣା
ଦାବି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (କଚିରିଆ) (ଫାରାସୀ - ଦାବୀ; ଆରବୀ - ଦାଆବୀ; ଫାରାସୀ - ଦାବା)
[ସମ୍ପାଦନା]- ୧. ଅପଣା ସ୍ୱତ୍ୱ ବା ଅଧିକାର ପ୍ରାପ୍ତି ନିମନ୍ତେ ପ୍ରାର୍ଥନା — ୧. Adducing claim; demand.
- ୨. ସ୍ୱତ୍ୱ ବା ଅଧିକାରର ପ୍ରତିଷ୍ଠା —୨. Claim.
- ୩. ମକଦ୍ଦମାରେ ଦାବୀ କରିବା ବିଷୟ — ୩. Subject-matter of claim in a suit.
- ୪. ମକଦ୍ଦମା ସଂକ୍ରାନ୍ତବିଷୟର ପରିମାଣ; ତାଦାଦ୍ — ୪. The value of one's claim.
ଦେଶଜ - ବିଶେଷଣ - (କଚିରିଆ ଭାଷା)
[ସମ୍ପାଦନା]ଦାବୀ କରାଯିବା —Claimed.
[ଦ୍ରଷ୍ଟବ୍ୟ —ଏହା ବିଶେଷଣରୂପେ କଚିରିଆ ଭାଷାରେ ବ୍ୟବହୃତ ହୁଏ ଯଥା ଦାବି ବୃତ୍ତି, ଦାବି ମକଦ୍ଦମା, ଦାବୀ ଟଙ୍କା ଇତ୍ୟାଦି ]