ଦାବିଦାର

ଉଇକିଅଭିଧାନ‌ରୁ

ଦାବିଦାର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଦାବ୍ ଦାର—ଅନ୍ୟରୂପ)

  • (file)
  • (file)

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (କଚିରିଆ) (ଫାରାସୀ - ଦାବୀଦାର୍; ଦାବାଦାର୍)[ସମ୍ପାଦନା]

୧. ଆପଣାର ସ୍ୱତ୍ୱ ଦାବି କରିବା (ବ୍ୟକ୍ତି); ଅଧିକାର ପ୍ରାର୍ଥୀ —୧. A claiment.
୨. ଦରଖାସ୍ତକାରୀ — ୨. Plaintiff; complainant.