ଦାମ୍ ଦୁପଟ୍

ଉଇକିଅଭିଧାନ‌ରୁ

ଦାମ୍ ଦୁପଟ୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଦାମ୍ଦୋପଟ୍—ଅନ୍ୟରୂପ)

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (କଚିରିଆ)[ସମ୍ପାଦନା]

୧. ଖାତକ ଯେତେ ଟଙ୍କା ମୂଳ କରଜ ନେଇଥାଏ, ସେତିକି ପରିମାଣ ସୁଧ ପରିଶୋଧ କରିବାର ପ୍ରଥା — ୧. The custom of a debtor paying interest equal to the amount of the capital originally advanced by the creditor.

[ଦ୍ରଷ୍ଟବ୍ୟ —ଖାତକ ଉପରେ ମହାଜନର ଟଙ୍କା ବହୁଦିନ ବାକି ରହିଲେ ଓ ଖାତକ ଗରଜାୟ ହେଲେ ଅଦାଲତ ଦୟା ପୂର୍ବକ ମୂଳ ଯେତିକି ସୁଧ ସେତିକି ମହାଜନକୁ ଡ଼ିଗ୍ରି ଦିଅନ୍ତି]

୨. କୌଣସି ବସ୍ତୁର ପ୍ରକୃତ ମୂଲ୍ୟର ଦ୍ୱିଗୁଣ ଦାମ — ୨. Double the actual price of an article.