ଦାରୀ କରିବା

ଉଇକିଅଭିଧାନ‌ରୁ

ଦାରୀ କରିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଦେଶଜ - କ୍ରି.—(କଟକ ଓ ପୁରୀ ବେଶ୍ୟାମାନଙ୍କ ରୀତି)[ସମ୍ପାଦନା]

୧. ପ୍ରଥମ ରଜୋଦର୍ଶନ ପରେ ବେଶ୍ୟାବୃତ୍ତିରେ ପ୍ରବେଶ କରିଥିବା ବାଳିକା ସଙ୍ଗରେ (କୌଣସି ପୁରୁଷ) ପ୍ରଥମ ରାତ୍ରି ସହବାସ କରିବା —To co- habit a girl for the ୧st time when she takes to prostitution.
୨. ଦାରୀ ପ୍ରତି ଆସକ୍ତ ହେବା — ୨. To be addicted to a prostitute. or prostitute.
୩. ପରସ୍ତ୍ରୀ ପ୍ରତି ଆସକ୍ତି ହେବା — ୩. To be in love with other men's wives.