Jump to content

ଦାରୁ

ଉଇକିଅଭିଧାନ‌ରୁ

ଦାରୁ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ଦୃ ଧାତୁ ବିଦୀର୍ଣ୍ଣ ହେବା+କର୍ମ. ଉ; ଯାହା ଚିରାଯାଏ; ତୁଳ. ଫାରାସୀ - ଦାର=କାଷ୍ଠ)

[ସମ୍ପାଦନା]
୧. କାଷ୍ଠ; କାଠ —୧. Wood.

ସଂସାର ନିସ୍ତାରଣ ସାଧ୍ୟେ ଅନଳ ଯେହ୍ନେ ଦାରୁ ମଧ୍ୟେ ଜଗନ୍ନାଥ. ଭାଗବତ

୨. କାଷ୍ଠ ଖଣ୍ଡ —୨. Log of Wood.
୩. ଜାଳ; ଇନ୍ଧନ —୩. Fuel.
୪. ଦେବଦାରୁ ବୃକ୍ଷ —୪. The cadar tree; a species of pine; Pinus Deodoras.
୫. ପିତ୍ତଳ —୫. Brass.


୬. ଶିଳ୍ପକର; ଶିଳ୍ପୀ —୬. An artish; artisan.
୭. ବଢ଼େଇ —୭. Carpenter.
୮. ଦାତା ବ୍ୟକ୍ତି —୮. Liberal person.

ବିଶେଷଣ -

[ସମ୍ପାଦନା]
୧. (ଦୋ ଧାତୁ=ଛେଦନ କରିବା+କର୍ତ୍ତୃ. ରୁ)— ବିଦାରକ —୧. Piercing; rending.
୨. ଛେଦକ —୨. Cutting; splitting.
୩. (ଦା ଧାତୁ =କର୍ତ୍ତୃ. ରୁ)—ଦାନଶୀଳ — ୩. Liberal; generous.
୫. ଖଣ୍ଡନଶୀଳ; ମସକା —୫. Fragile; breakable.

ଦେଶଜ - ବି—(ଫାରାସୀ - ବାରୁଦ)

[ସମ୍ପାଦନା]
୧. ବାରୁଦ —୧. Gun powder.

କାଣ୍ଡ ଗୁଳା ଯାରୁ ଗୁଳି, ଚାଉଳ କିରି କଦଳୀ ତମାଖୁ ଲୁଣ ଆଦି ଆଗ ସେ କିରିହପାଳଠାରୁ ଦେଲେ ଚାଳି ବ୍ରଜନାଥ, ସମରତରଙ୍ଗ

୨. (ସଂସ୍କୃତ - ଦାରୁ; ଶୁଭବାଚନ)— ଜଗନ୍ନାଥଙ୍କ ମୂର୍ତ୍ତି ନିର୍ମାଣରେ ବ୍ୟବହୃତ ନିମ୍ୱ କାଠ — ୨. (euphemism) The wood of the Neem tree used in making the wooden idol of the Deity Jagannātha.

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଫା)

[ସମ୍ପାଦନା]
୧. ମଦ —୧. Wine; spirits; spirituous liquor.

ଆମିର ଦାରୁ ପିଅ ପଇସା ମିଳି ଯାଉ ଫକୀରମୋହନ. ଗଳ୍ପସ୍ୱଳ୍ପ

୨. ଔଷଧ; ଦବାଇ —୨. Medicine.

ପ୍ରାଦେଶିକ - (ମେଦିନୀପୁର) ବିଶେଷ୍ୟ -

[ସମ୍ପାଦନା]

ନିମ୍ୱ ଗଛ — The Neem tree.