ଦାରୁଣା
ଦେଖଣା
ଦାରୁଣା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ଦାରୁଣ+ଆ)
[ସମ୍ପାଦନା]- ୧. ବୈଶାଖ ଶୁକ୍ଲ ତୃତୀୟା; ଅକ୍ଷୟ ତୃତୀୟା —୧. The third day of the bright fortnight of the month of B&aline;i̱ṡākha.
[ଦ୍ରଷ୍ଟବ୍ୟ —ଏହା ଚନ୍ଦନଯାତ୍ରାର ପ୍ରଥମ ଦିନ]
- ୨. ଦେବୀବିଶେଷ; ନର୍ମଦା ଖଣ୍ଡର ଅଧିଷ୍ଠାତ୍ରୀ ଦେବୀ — ୨. Name of a Goddess.
ସଂସ୍କୃତ - ବିଶେଷଣ - ସ୍ତ୍ରୀ
[ସମ୍ପାଦନା]ଦାରୁଣର ସ୍ତ୍ରୀଲିଙ୍ଗ — Feminine of Dāruṇa.
ଗ୍ରାମ୍ୟ - ବିଶେଷଣ - (ସଂସ୍କୃତ - ଦାରୁଣ)
[ସମ୍ପାଦନା]ଦାରୁଣ; କ୍ରୂର; ନିଷ୍ଠୁର —Cruel.
(ଯଥା—ସେ ଲୋକଟା ଦାରୁଣାଟାଏ)