Jump to content

ଦାର୍ଢ଼୍ୟତାଭକ୍ତି

ଉଇକିଅଭିଧାନ‌ରୁ

ଦାର୍ଢ଼୍ୟତାଭକ୍ତି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଦାର୍ଢ଼୍ୟ ଓ ଭକ୍ତିରୁ)[ସମ୍ପାଦନା]

୧. ଅଟଳ ଭକ୍ତି —୧. Unflinching devotion.
୨. କେତେକ ଦୃଢ଼ଭକ୍ତଙ୍କ ବିବରଣପୂର୍ଣ୍ଣ ଓଡ଼ିଆ ଗ୍ରନ୍ଥ— ବିଶେଷ; ଦାର୍ଢ଼୍ୟତାଭକ୍ତି —୨. Name of an Oriya book illustrating or mentioning the unflinching devotion of some devotees.

[ଦ୍ରଷ୍ଟବ୍ୟ — ରାମଦାସଙ୍କ ରଚିତ ଏହି ପଦ୍ୟଗ୍ରନ୍ଥ୫୫: ଅଧ୍ୟାୟରେ ବିଭକ୍ତ ମନ ଓ ଚୈତନଙ୍କ କଥୋପକଥନ ଛଳରେ 'ଚଇତନ' ; 'ମନଙ୍କ' ଆଗରେ ୫୬: ଜଣ ଦୃଢ଼ ଭକ୍ତିଙ୍କ କାହାଣୀ ଭାଗବତ ବୃତ୍ତରେ ବର୍ଣ୍ଣନା କରି ଅଛନ୍ତି—୧.ବାଳୀରାଜା; ୨.ହରିଶ୍ଚଚନ୍ଦ୍ର;୩.କର୍ଣ୍ଣ ରାଜା;୪. ଦୀନବନ୍ଧୁ ଦାସ;୫. ଦାମୋଦର ଦାସ ୬. ବିଶ୍ୱମ୍ଭର ଦାସ;୭. ରାମ ଦାସ; ୮. ରଘୁ ଅରକ୍ଷିତ; ୯. ନୀଳମ୍ୱର ଦାସ;୧ ରଘୁ ବେହେରା;୧୧: . ଗଙ୍ଗାଧର ଦାସ;୧୨: .ବନ୍ଧୁ ମାହାନ୍ତି;୧୩: . ବଳରାମ ଦାସ;୧୪: . ଜଗନ୍ନାଥ ଦାସ;୧୫: . ମାଧବାଚାର୍ଯ୍ୟ;୧୬: . କବରୀ;୧୭: . ମଣି ଦାସ; ୧୮: . କୃଷ୍ଣଦାସ;୧୯: . ତିଳିକ ମହାପାତ୍ର;୨. ଅଙ୍କନା;୨୧: . ମାଧନା; ୨୨: . କୀର୍ତ୍ତିଚନ୍ଦ୍ର;୨୩: . ଗଣପତି ଭଟ୍ଟ;୨୪: . ଅନନ୍ତା ଶବର;୨୫: . ମେଳଛ;୨୬: . କୁଳଶିଖର ରାଜା;୨୭: . ଲାଲବେଗ;୨୮: .ସାଲବେଗ; ୨୯: .ଦାସିଆ ବାଉରି;୩. ତୁଳସୀ ଦାସ;୩୧: . ସିପୁଟି;୩୨: . ନାରାୟଣ ଦାସ;୩୩: .ଗୌରଚନ୍ଦ୍ର;୩୪: .ଗୋବିନ୍ଦ ଦାସ;୩୫: . ଦୀନବନ୍ଧୁ ଓତା;୩୬: .ଗୀତାପଣ୍ଡା;୩୭: .ହରିଚନ୍ଦନ ରାଜା;୩୮: . ମଙ୍ଗଳ ଗଉଡ଼;୩୯: . ବାଳକ ରାମ ଦାସ;୪.କୃପାସିନ୍ଧୁ ଦାସ; ୪୧: .ନନ୍ଦ ମହାନ୍ତି;୪୨: .ମୋଚି ରାମ ଦାସ ବା ରାମ ବେହେରା;୪୩: . ବିଜ୍ଞାନନ୍ଦ ଦାସ;୪୪: .ରଘୁ ଦାସ;୪୫: .ପିପା ଦାସ;୪୬: . ବିଷ୍ଣୁପ୍ରିୟା; ୪୭: . ମିରାବାଈ;୪୮: .ଜ୍ଞାନାନନ୍ଦ ଦାସ;୪୯: .ଆନନ୍ଦା ଶବର; ୫. ଅଜାମିଳ ପଣ୍ଡା;୫୧: . ଗରିବ ଦାସ;୫୨: .ଚନ୍ଦ୍ରଧ୍ୱଜ;୫୩: . ବଡ଼ ବିପ୍ର;୫୪: . ଛୋଟ ବିପ୍ର;୫୫: .ବିଳ୍ୱମଙ୍ଗଳ;୫୬: .ଜୟଦେବ]