Jump to content

ଦାର୍ବିନ୍

ଉଇକିଅଭିଧାନ‌ରୁ

ଦାର୍ବିନ୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଦାରଉଇନ୍, ଦାରୁଇନ୍ଅନ୍ୟରୂପ

  • (file)

ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ନାମ)[ସମ୍ପାଦନା]

ବିଖ୍ୟାତ ବିବର୍ତ୍ତନବାଦ ପ୍ରବର୍ତ୍ତକ ଇଂରାଜ ପଣ୍ଡିତ —Darwin who started the theory of Evolution and the theory of the Survival of the fittest.

[ଦ୍ରଷ୍ଟବ୍ୟ —ଏହାଙ୍କର ମତ ଏହି ଯେ ଜୀବସୃଷ୍ଟି ପ୍ରଥମେ ସାପରୁ ଆରାମ୍ଭ ହୋଇଅଛି; କ୍ରମେ ମାଛ, ପକ୍ଷୀ, ପଶୁ, ବାନର ଓ ମନୁଷ୍ୟ ସୃଷ୍ଟି ହୋଇଅଛି ଏବଂ ଜୀବସୃଷ୍ଟିରେ ଯେ ବଳୁଆ ଓ ଉପଯୁକ୍ତ ହେଲେ ଓ ହେବେ, ସେ ଦୁର୍ବଳ ଓ ନିକୃଷ୍ଟ ଜୀବଙ୍କୁ ନାଶ କରି ନିଜର ବଂଶ ବୃଦ୍ଧି କରିଅଛନ୍ତି ଓ କରିବେ]