Jump to content

ଦାସ୍ତାନ

ଉଇକିଅଭିଧାନ‌ରୁ

ଦାସ୍ତାନ

ଉଚ୍ଚାରଣ

[ସମ୍ପାଦନା]
  • (file)

ବୈଦେଶିକ - ବିଶେଷ୍ୟ - (ଫାରାସୀ - )

[ସମ୍ପାଦନା]
୧. ବିବରଣ; ବୃତ୍ତାନ୍ତ; ବର୍ଣ୍ଣନା; ହାଲ୍ —୧. Description.

ଗୋପାଳ ମୋହର କାଢ଼ିଦେଇ ପାଇବାର ଦାସ୍ତାନ ସବୁ କହିଲା ଫକୀରମୋହନ. ଗଳ୍ପସ୍ୱଳ୍ପ