ଦାହକ
ଦେଖଣା
ଦାହକ
ଉଚ୍ଚାରଣ
[ସମ୍ପାଦନା](ଦାହିକା—ସ୍ତ୍ରୀ)
ଦାହକତା,ଦାହକତ୍ୱ ବିଶେଷ୍ୟ -
ସଂସ୍କୃତ - ବିଶେଷଣ - ଫୁ. କ୍ଳୀ. (ଦହ୍ ଧାତୁ+କର୍ତ୍ତୃ. ଅକ)
[ସମ୍ପାଦନା]- ୧. ଯେ ଲୋକଙ୍କ ଘରଆଦି ପୋଡ଼ିଦିଏ — ୧. Incendiary; guilty of setting houses etc on fire.
- ୨. ଦାହକାରୀ; ଯାହା କୌଣସି ବସ୍ତୁକୁ ଦଗ୍ଧକରେ — ୨. Burning; setting; fire to.
- ୩. ଯାହା ଜଳାପୋଡ଼ା ଉତ୍ପାଦନ କରେ — ୩. Inflammatory; producing a burning sensation.
ବିଶେଷ୍ୟ -
[ସମ୍ପାଦନା]- ୧. ଯେଉଁ ସ୍ୱଜାତୀୟ ବ୍ୟକ୍ତି ମାନେ ମୃତବ୍ୟକ୍ତିର ଶବକୁ ପୋଡ଼ିବାକୁ ନିଅନ୍ତି; ମଡ଼ାସାଙ୍ଗିଆ ଭାଇ; ଶବକୁ ସତ୍କାର କରିବାକୁ ନେବା ବ୍ୟକ୍ତିଗଣ —୧. Relatives who carry and cremate the dead body of a person; corpse-carries; corpse-bearers;
- ୨. ଚିତ୍ରିକ; ଚିତାଗଛ —୨. A medicinal plant; the Leadwort.
- ୩. ନାଲିଚିତା ଗୁଳ୍ମ —୩. The red variety of Leadwort.
- ୪. ଅଗ୍ନି (ହିନ୍ଦୀ - ଶବ୍ଦସାଗର) —୪. Fire.