ଦିକ୍‌ଦାର୍

ଉଇକିଅଭିଧାନ‌ରୁ

ଦିକ୍‌ଦାର୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

(ଦିକଦାରୀ—ବି)

ବୈଦେଶିକ - ବିଶେଷଣ - (ଆରବୀ - ଦିକ୍+ଫାରାସୀ - ଦାର୍)[ସମ୍ପାଦନା]

୧. ବିରକ୍ତ — ୧. Troubled; pestered.
୨. କଷ୍ଟପ୍ରାପ୍ତ — ୨. Afflicted.
୩. ବ୍ୟସ୍ତ; ଉତ୍ତ୍ୟକ୍ତ — ୩. Much annoyed.

ଦାରୋଗା ମୁଜସି ଦିକଦାର ହେଲେଣି ଫକୀରମୋହନ. ଛମାଣ ଆଠଗୁଣ୍ଠ