ଦିଗ
ଦେଖଣା
ଦିଗ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଦିକ୍)
[ସମ୍ପାଦନା]- ୧. ଦିକ୍ —୧. The points of the compass.
ଦିଗ ବାତାର୍କ ଜଳପତି ଅଶ୍ୱିନୀ ବହ୍ନି ସବରପତି ଜଗନ୍ନାଥ. ଭାଗବତ
- ୨. ଏକ କଡ଼ା କଉଡ଼ିର ଦଶମାଂସ — ୨. One tenth of a cowrie or shell-money.
- ୩. ପକ୍ଷ —୩. Side.
ବେନି ଦିଗ ମନ୍ତ୍ରୀଏ ନିବର୍ତ୍ତାଇ ଉପେନ୍ଦ୍ରଭଞ୍ଜ. ବୈଦେହୀଶବବିଳାସ