Jump to content

ଦିଗନ୍ତ

ଉଇକିଅଭିଧାନ‌ରୁ

ଦିଗନ୍ତ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ଦିକ୍+ ଅନ୍ତ; ୬ଷ୍ଠୀ ତତ୍)

[ସମ୍ପାଦନା]
୧. ଦିଗର ଅନ୍ତ ବା ସୀମା —୧. The end or extremely of the quarters of the earth.
୨. ଅନନ୍ତ ବ୍ୟବଧାନ — ୨. Infinite space or interval.
୩. ବିଦିକ୍ —୩. The corner points of the compass.