ଦିଙ୍ନିର୍ଣ୍ଣୟ

ଉଇକିଅଭିଧାନ‌ରୁ

ଦିଙ୍ନିର୍ଣ୍ଣୟ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଦିକ୍+ ନିର୍ଣ୍ଣୟ; ୬ଷ୍ଠୀ ତତ୍)[ସମ୍ପାଦନା]

୧. ଦିଗମାନଙ୍କର ସ୍ଥିରୀକରଣ —୧. Ascertainment of the points of the compass.


୨. କୌଣସି ବିଷୟର ସୂଚନା — ୨. Mere indication of any matter.