ଦିନାର୍

ଉଇକିଅଭିଧାନ‌ରୁ

ଦିନାର୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ବୈଦେଶିକ - ବିଶେଷ୍ୟ - (ଆରବୀ - ଦିନାର୍; ଲାଟିନ୍. ଦିନାରିୟସ୍)[ସମ୍ପାଦନା]

୧. ଆରବ ଓ ପାରସ୍ୟଦେଶ ପ୍ରଚଳିତ ମୁଦ୍ରାବିଶେଷ — ୧. A coin of Persia and Arabia.
୨. ସମ୍ରାଟ ଆକବରଙ୍କ ସମୟରେ ଭାରତପ୍ରଚଳିତ ଅଧତୋଳା ଓଜନର ସ୍ୱର୍ଣ୍ଣ ମୁଦ୍ରା —୨. Name of a gold coin of half tola weight, current during the reign of Akbar the Great.