ଦିନାର୍
ଦେଖଣା
ଦିନାର୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ବୈଦେଶିକ - ବିଶେଷ୍ୟ - (ଆରବୀ - ଦିନାର୍; ଲାଟିନ୍. ଦିନାରିୟସ୍)
[ସମ୍ପାଦନା]- ୧. ଆରବ ଓ ପାରସ୍ୟଦେଶ ପ୍ରଚଳିତ ମୁଦ୍ରାବିଶେଷ — ୧. A coin of Persia and Arabia.
- ୨. ସମ୍ରାଟ ଆକବରଙ୍କ ସମୟରେ ଭାରତପ୍ରଚଳିତ ଅଧତୋଳା ଓଜନର ସ୍ୱର୍ଣ୍ଣ ମୁଦ୍ରା —୨. Name of a gold coin of half tola weight, current during the reign of Akbar the Great.