ଦିପଦଣ୍ଡି
ଦେଖଣା
ଦିପଦଣ୍ଡି
ଉଚ୍ଚାରଣ
[ସମ୍ପାଦନା](ଦିପିଦଣ୍ଡି—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ଦିପଦଣ୍ଡି
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଦ୍ୱୀପ ଓ ଦଣ୍ଡରୁ)
[ସମ୍ପାଦନା]- ୧. ପୋଖରୀର ମଧ୍ୟସ୍ଥଳରେ ପୋତାଯିବା ବେଲକାଠର ଖୁଣ୍ଟା —୧. A wooden post erected in the middle of a tank or lake.
- ୨. ପୋଖରୀ ମଧ୍ୟସ୍ଥଳରେ ନିର୍ମିତ ମଣ୍ଡପ — ୨. A raised masonry platform in the middle of a pond.
ରଥାଙ୍ଗ ମିଥୁନ ଦୀପଦଣ୍ଡି ଛାଡ଼ି, ଗଲେ ବିପରୀତ ତୀରେ ରାଧାନାଥ