ଦିର୍ହାମ୍

ଉଇକିଅଭିଧାନ‌ରୁ

ଦିର୍ହାମ୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଫାରାସୀ - ଓ ତୁର୍କୀ. ଦର୍ହମ୍)[ସମ୍ପାଦନା]

୧. ମିଶରଦେଶପ୍ରଚଳିତ ରୌପ୍ୟମୁଦ୍ରାବିଶେଷ — A silver coin carrent in Egypt; Dirham.
୨. ମିଶରଦେଶପ୍ରଚଳିତ ଓଜନବିଶଷ, ପ୍ରାୟ ୩ ମସା — ୨. A standard weight current in Egypt.