ଦୀକ୍ଷାଗୁରୁ

ଉଇକିଅଭିଧାନ‌ରୁ

ଦୀକ୍ଷାଗୁରୁ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବି—(୬ଷ୍ଠୀ ତତ୍; ଦୀକ୍ଷା+ଗୁରୁ)[ସମ୍ପାଦନା]

୧. ମନ୍ତ୍ରଦାତା ଗୁରୁ; ମନ୍ତ୍ରୋପଦେଷ୍ଟା ଗୁରୁ —୧. Spiritual guide or teacher; spiritual preceptor.
୨. ଯେଉଁ ଧର୍ମଯାଜକ ଅନ୍ୟକୁ କୌଣସି ଧର୍ମରେ ଦୀକ୍ଷିତ କରାନ୍ତି —୨. Baptist.