ଦୀକ୍ଷାନ୍ତ

ଉଇକିଅଭିଧାନ‌ରୁ

ସଂସ୍କୃତଭାଷା,ବିଶେଷ୍ୟ(ଦୀକ୍ଷା=ଯଜ୍ଞ+ଅନ୍ତ=ସମାପନ) [୧][ସମ୍ପାଦନା]

  • ଅବଭୃତ-ସମ୍ଭାବିତ ନ୍ୟୁନତା ପରିହାର ପାଇଁ ଯେଉଁ ଯଜ୍ଞକରି ପ୍ରଧାନଯଜ୍ଞ ସମାପନ କରାଯାଏ (A supplimentary sacrifice done to atone for the defects of the principal sacrifice)
  • କାର୍ଯ୍ୟ( ବିଦ୍ୟା ) ସମ୍ପନ୍ନହେବା ପରେ

ବିଶେଷଣ[ସମ୍ପାଦନା]

  • ଉପଦେଶାତ୍ମକ
  • ପ୍ରେରଣାଦାୟକ

ବ୍ୟବହାରିକ ବିଶେଷଣ[ସମ୍ପାଦନା]

  • ଦୀକ୍ଷାନ୍ତଭାଷଣ
  • ଓଜସ୍ଵୀଭାଷଣ ( powerful speech )
  • ସାରଗର୍ଭକ ଭାଷଣ

ଆଧାର[ସମ୍ପାଦନା]

  1. ପୂର୍ଣ୍ଣଚନ୍ଦ୍ର ଭାଷାକୋଷ, ପୃଷ୍ଠା-୩୭୮୩

ଦୀକ୍ଷାନ୍ତ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବି—(ଦୀକ୍ଷା=ଯଜ୍ଞ+ଅନ୍ତ=ସମାପନ)[ସମ୍ପାଦନା]

ଅବଭୃଥ; ସମ୍ଭାବିତ ନ୍ୟୂନତା ପରିହାର ପାଇଁ ଯେଉଁ ଯଜ୍ଞ କରି ପ୍ରଧାନ ଯଜ୍ଞ ସମାପନ କରାଯାଏ —A suppli mentary sacrific done to atone for the defects of the principal sacrifice.