ଦୀକ୍ଷ୍

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

== ଧାତୁ,ସଂସ୍କୃତଭାଷା ==[୧]

  • ଉପଦେଶ ଦେବା(To advise)
  • ଶିକ୍ଷାଦେବା(To teach)
  • କୌଣସି ଧର୍ମ ବା ବ୍ରତରେ ଦୀକ୍ଷିତ ହେବା ପାଇଁ ସଂକଳ୍ପ କରିବା ବା ପ୍ରସ୍ତୁତ ହେବା(To consecrate or prepare oneself for initiation into any sacrifice or religious observance)(Apte)
  • କୌଣସି ସଂକଳ୍ପିତ କର୍ମ ପାଇଁ ଆପଣାକୁ ଉତ୍ସର୍ଗ କରିବା(To dedicate oneself for anyobject)(Apte)
  • ଦ୍ଵିଜାତୀୟ ବାଳକକୁ ବିଧିପୂର୍ବକ ଯଜ୍ଞୋପବୀତ ଧାରଣ କରାଇବା(to invest a boy with the sacred thread)(Apte)
  • ଦୀକ୍ଷାଦେବା,ଶିଷ୍ଯକୁ ମନ୍ତ୍ର ଦେବା(To initiate a disciple into the esotoric formula of a sect.)
  • କ୍ଷୌର ହେବା,ମସ୍ତକ ମୁଣ୍ଦନ କରିବା(To shave one's head)(Apte)
  • ସଂଯମ ସାଧନକରିବା(To practice self-restraint)(Apte)

ଆଧାର[ସମ୍ପାଦନା]

  1. ପୂର୍ଣ୍ଣଚନ୍ଦ୍ର ଭାଷାକୋଷ,ପୃଷ୍ଠା-୩୭୮୩