ଦୀପ ଜାଳିବା
ଦୀପ ଜାଳିବା
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଅନୁବାଦ[ସମ୍ପାଦନା]
ଦୀପ ଜାଳିବା
|
ଦୀପ ଜଳା(ଳେ)ଇବା, ଦୀପ ଲଗା(ଗେ)ଇବାଅନ୍ୟରୂପ
ଦେଶଜ - କ୍ରି.[ସମ୍ପାଦନା]
- ୧. ଦୀପରେ ଅଗ୍ନି ସଂଯୋଗ କରିବା — To light a lamp; to kindle a lamp.
- ୨. ସନ୍ଧ୍ୟାବତୀ ଲଗାଇବା; ଦେବତାଙ୍କ ଆଗରେ ବା ତୁଳସୀ ଚଉରା ମୁଳେ ବା ଦାଣ୍ଡ ଦୁଆରରେ ସନ୍ଧ୍ୟା ବୁଡ଼ିଲା ବେଳେ ବତୀ ଜାଳିବା — To light a wick before a Deity just at eve.
- ୩. (ମହାଜନୀ ଭାଷା) (କୌଣସି ମହାଜନ) ଦେବାଲିଆ ବା ବେମଗ୍ଦୁରୀ ହେବା ବିଷୟ ପ୍ରକାଶ କରିବା — ୩. To publish the fact of a trader having become insolvent.
[ଦ୍ରଷ୍ଟବ୍ୟ —ପୂର୍ବେ ଯେଉଁ ବିଦେଶୀ ମହାଜନମାନେ ଦେବାଲିଆ ହେଉଥିଲେ ସେମାନେ କାମ ଦାମ କରି ଦୋକାନରେ ଗୋଟିଏ ଚାରିମୁହାଁ ଦୀପ ଜଳାଉଥିଲେ ତାହା ଦେଖି ସର୍ବସାଧାରଣ ଜାଣି ପାରୁଥିଲେ ଯେ ସେ ଲୋକ ବେମଗ୍ଦୁର ହେଲାଣି]