ଦୁଃସ୍ପର୍ଶ
ଦେଖଣା
ଦୁଃସ୍ପର୍ଶ
ଉଚ୍ଚାରଣ
[ସମ୍ପାଦନା](ଦୁଃସ୍ପର୍ଶା—ସ୍ତ୍ରୀ)
(ଦୁଃସ୍ପର୍ଶତା—ବି)
ସଂସ୍କୃତ - ବିଶେଷଣ - ପୁଂ. (ଦୁର୍+ସ୍ପୃଶ୍ ଧାତୁ+କର୍ମ ଅ)
[ସମ୍ପାଦନା]ଯାହା ଛୁଇଁଲେ କଷ୍ଟ ହୁଏ; ଦୁଃଖରେ ସ୍ପର୍ଶନୀୟ — Which is painful to touch.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. କପିକଚ୍ଛ; ବାଇଢଙ୍କ — ୧. Cowhage.
- ୨. ଲତାକରଞ୍ଜ (ଦେଖ) - —୨. Latākaran̄ja (See)
- ୩. କଣ୍ଟକାରୀ (ଦେଖ) - —୩. Kaṇṭakārī (See)