ଦୁତୀଆ ଓଷା

ଉଇକିଅଭିଧାନ‌ରୁ

ଦୁତୀଆ ଓଷା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଜୀମୂତବାହନ+ସଂସ୍କୃତ - ଉପବାସ ପ୍ରା. ଓଷା)[ସମ୍ପାଦନା]

ଆଶ୍ୱନ କୃଷ୍ଣପକ୍ଷ ଅଷ୍ଟମୀ ବା ମୂଳାଷ୍ଟମୀ —The eighth day of the dark fortnight of Āṡwina.

[ଦ୍ରଷ୍ଟବ୍ୟ —ସଧବା ସ୍ତ୍ରୀଲୋକମାନେ ଏହି ଓଷା କରନ୍ତି ସେମାନେ ପୂର୍ବଦିନ ଉପରଓଳି ଉପବାସ (ଏକବାର) କରି ପରଦିନ ସାରାଦିନ ଓ ରାତି ନିର୍ଜଳ ରହନ୍ତି ସନ୍ଧ୍ୟା ସମୟରେ ଗ୍ରାମର ସମସ୍ତ ସ୍ତ୍ରୀଲୋକେ ଗୋଟିଏ ପୋଖରୀରେ ଗାଧୋଇ ଗଙ୍ଗାମାତାଙ୍କୁ ପୂଜା କରନ୍ତି ଓ ସ୍ନାନ ଘାଟର ବାଟରେ ନୂଆଲୁଗାମାନ ପାହାଡ଼ା ପାରି ସ୍ନାତା ସ୍ତ୍ରୀମାନଙ୍କ ପଦଧୂଳି ସଂଗ୍ରହ କରି ନିଜ ନିଜ ପିଲାଙ୍କ ମୁଣ୍ଡରେ ଆଣି ଝାଡ଼ନ୍ତି ରାତିରେ ଦୂତୀବହନଙ୍କୁ ନାନାପ୍ରକାର ଫଳ ଭୋଗ ଦେଇ ଏହି ଓଷାର କଥା (ଉପଖ୍ୟାନ) ଶୁଣନ୍ତି]