ଦୁନିଆ
Jump to navigation
Jump to search
ଦୁନିଆ
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଅନୁବାଦ[ସମ୍ପାଦନା]
ବୈଦେଶିକ - ବିଶେଷ୍ୟ - (ଆରବୀ - ଦୁନିୟାଁ)[ସମ୍ପାଦନା]
- ୧. ବ୍ରହ୍ମାଣ୍ଡ; ବିଶ୍ୱ — ୧. The universe.
- ୨. ଧରଣୀ; ପୃଥିବୀ — ୨. The earth; the world.
ଏଥିପାଇଁ ପୁଣି ନ ଅଣ୍ଟେ ଦୁନିଆ—ରାଧାନାଥ. ଦରବାର
- ୩. ସମଗ୍ର ପୃଥିବୀ —୩. The whole world.
- ୪. ସଂସାରର ଲୋକେ — ୪. The people of the world.
- ୫. ସମାଜ —୫. Society.