ଦୁନିଆ

ଉଇକିଅଭିଧାନ ରୁ
Jump to navigation Jump to search

ଦୁନିଆ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]


ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଆରବୀ - ଦୁନିୟାଁ)[ସମ୍ପାଦନା]

୧. ବ୍ରହ୍ମାଣ୍ଡ; ବିଶ୍ୱ — ୧. The universe.
୨. ଧରଣୀ; ପୃଥିବୀ — ୨. The earth; the world.

ଏଥିପାଇଁ ପୁଣି ନ ଅଣ୍ଟେ ଦୁନିଆ—ରାଧାନାଥ. ଦରବାର

୩. ସମଗ୍ର ପୃଥିବୀ —୩. The whole world.
୪. ସଂସାରର ଲୋକେ — ୪. The people of the world.
୫. ସମାଜ —୫. Society.