Jump to content

ଦୁରାକାଂକ୍ଷ

ଉଇକିଅଭିଧାନ‌ରୁ

ଦୁରାକାଂକ୍ଷ

ଉଚ୍ଚାରଣ

[ସମ୍ପାଦନା]
(ଦୁରାକାଂକ୍ଷୀ—ସ୍ତ୍ରୀ) 

(ଦୁରାକାଂକ୍ଷୀତା—ବି)

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବହୁବ୍ରୀହି; ଦୁର୍+ଆକାଂକ୍ଷା)

[ସମ୍ପାଦନା]
୧. ଯାହାର ଆକାଂକ୍ଷା କେବେ ହେଲେ ପୂରଣ ହୁଏ ନାହିଁ —୧. Having one's desires never fulfilled.
୨. ଯେ ଅସମ୍ଭାବିତ ବିଷୟରେ ଅଭିଳାଷ କରେ — ୨. Hankering after impossible things.
୩. ମନ୍ଦୋଭିଳାଷ ଯୁକ୍ତ (ଜ୍ଞାନେନ୍ଦ୍ର) — ୩. Having evil desires.