ଦୁର୍ଗ

ଉଇକିଅଭିଧାନ‌ରୁ

ଦୁର୍ଗ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ଦୁର୍+ଗମ ଧାତୁ+କର୍ମ. ଅ; ଯହିଁକୁ ଅତି କଷ୍ଟରେ ଗମନ କରାଯାଇ ପାରେ)[ସମ୍ପାଦନା]

୧. ଜିଲ୍ଲା; ଗଡ଼ —୧. A fort; fortress; strong hold; citadle.

[ଦ୍ରଷ୍ଟବ୍ୟ —ମହାଭାରତ ଓ ମନୁଙ୍କ ଅନୁସାରେ ଦୁର୍ଗ ୬ ପ୍ରକାର, ଯଥା—ଧନୁର୍ଦୁର୍ଗ, ମନୁଷ୍ୟଦୁର୍ଗ, ମୃଦ୍ଦୁର୍ଗ ବା ମହୀଦୁର୍ଗ, ଗିରିଦୁର୍ଗ, ବୃକ୍ଷଦୁର୍ଗ ବା ବନଦୁର୍ଗ, ଜଳଦୁର୍ଗ ]


୨. ବିପଦ; .ସଂକଟ — ୨. Danger; difficulty; calamity.

ତୋ ମାତ ସାଧ ଏହି ଯୋଗ; ହେଳେ ତରିବ ଘୋର ଦୁର୍ଗ ଜଗନ୍ନାଥ. ଭାଗବତ

୩. ଦୁର୍ଗାଙ୍କଦ୍ୱାରା ନିହତ ଅସୁରବିଶେଷ — ୩. Name of a demon killed by Durgā
୪. ଭରବନ୍ଧ — ୪. Worldly misery and entanglements.
୫. ଦୁଃଖ; ଶୋକ —୫. Sorrow; distress.
୬. ନରକ —୬. Hell.
୭. କୁକର୍ମ —୭. Evel action.
୮. ବିଘ୍ନ —୮. Obstacle.
୯. ଅମଙ୍ଗଳ —୯. Misery; misfortune.
୧. ମହାଭୟ —୧୦. Great fear.
୧୧. ପରାଧୀନତା —୧୧. Bondage.
୧୨. ପୁନର୍ଜନ୍ମ —୧୨. Rebirth; birth after death.
୧୩. ଦୁର୍ଗମ ସ୍ଥାନ —୧୩. Impassable place.

ବିଶେଷଣ -[ସମ୍ପାଦନା]

୧. ଦୁର୍ଗମ —୧. Impassable; difficult to approach.

ତୋ ସ୍ନେହୁଁ ନିଶୀଥରେ ବନଦୁର୍ଗ ପଥରେ ଗତାଗତରୁ ଥିବ ପଦେ ପରାସ କବିସୂର୍ଯ୍ୟ. ସଙ୍ଗୀତ

୨. ଅଗମ୍ୟ —୨. Inaccessible.