Jump to content

ଦୁର୍ଘଟ

ଉଇକିଅଭିଧାନ‌ରୁ

ଦୁର୍ଘଟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଦୁର୍+ଘଟ୍ ଧାତୁ+କର୍ମ. ଅ)

[ସମ୍ପାଦନା]
୧. ଯାହା ସହଜରେ ଘଟେ ନାହିଁ — ୧. Impractical; difficult to be brought. about.
୨. କଠିନ; ଦୁସାଧ୍ୟ; କଷ୍ଟସାଧ୍ୟ —୨. Hard to accomplish; difficult to accomplish.
୩. ଅସମ୍ଭବ —୩. Impossible.
୪. ଅସାଧ୍ୟ —୪. Impracticable.

ପାପୀ ଲୋକ ତୀର୍ଥକୁ ଯିବାର ଦୁର୍ଘଟ କୃଷ୍ଣସିଂହ. ମହାଭାରତ ବନ

ଦେଶଜ - ବିଶେଷଣ -

[ସମ୍ପାଦନା]
୧. ଦୁଷ୍ପ୍ରାପ୍ୟ —୧. Not easily available.

ଆହେ ଭୂଷ୍ମ ତୁମ୍ଭେ ତ ଧର୍ମଆତ୍ମା ଅଟ କେଉଁ ତୀର୍ଥ ତୁମ୍ଭକୁ ହୋଇବ ଦୁର୍ଘଟ କୃଷ୍ଣସିଂହ. ମହାଭାରତ ବନ

୨. ନଅଣ୍ଟ; ଅନଟନ —୩. Deficient; wanting.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଅଭାବ —Want.