ଦୁର୍ଘଟନା

ଉଇକିଅଭିଧାନ‌ରୁ

ଦୁର୍ଘଟନା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷ୍ୟ - (କର୍ମଧା; ଦୂର୍+ଘଟନା)[ସମ୍ପାଦନା]

୧. ଅଶୁଭ ଘଟନା — ୧. Unhappy event.
୨. ବିପଦ୍ —୨. Calamity.
୩. ହର୍ଭାଗ୍ୟ —୩. Misfortune.
୪. ବିପତ୍ପାତା; ଅକସ୍ମାତ୍ ଘଟିବା ବିପଦ — ୪. Accident; mishap.
୫. ମହାବିଘ୍ନ — ୫. Impendiment; sudden obstacle.