ଦୁଲା

ଉଇକିଅଭିଧାନ‌ରୁ

ଦୁଲା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ପ୍ରାଦେଶିକ - (ପୁରୀ; ବାଣପୁର) ବିଶେଷ୍ୟ -[ସମ୍ପାଦନା]

କୋଠାର କଡ଼ି — Beam of the roof of a building.

ପ୍ରାଦେଶିକ - (ସମ୍ୱଲପୁର) ବିଶେଷଣ -[ସମ୍ପାଦନା]

ଦୁହ୍ଲା (ଦେଖ) - Duhlā (See)

ପ୍ରାଦେଶିକ - (ଗଞ୍ଜାମ) ବିଶେଷ୍ୟ -[ସମ୍ପାଦନା]

ଆଟୁ କରିବା ପାଇଁ ଘରର କାନ୍ଥ ଉପରେ ପକାଇବା ଓରା —Cross-beams on the walls over which a clay roof is built inside a thatch.