Jump to content

ଦୁଶ୍ଚରିତ୍ର

ଉଇକିଅଭିଧାନ‌ରୁ

ଦୁଶ୍ଚରିତ୍ର

ଉଚ୍ଚାରଣ

[ସମ୍ପାଦନା]
[ଦୁଶ୍ଚରିତା(ତ୍ରା)—ସ୍ତ୍ରୀ] 

ସଂସ୍କୃତ - ବିଶେଷ୍ୟ - [କର୍ମଧା; ଦୁଃ+ରଚିତ(ତ୍ର)=ଆଚରଣ, ସ୍ୱଭାବ]

[ସମ୍ପାଦନା]
୧. କୁସ୍ୱଭାବ —୧. Bad nature.
୨. ମନ୍ଦ ଆଚରଣ; କୁଚରିତ୍ର — ୨. Bad character.
୩. ମନ୍ଦବ୍ୟବହାର —୩. Ill-behaviour.

ସଂସ୍କୃତ - ବିଶେଷଣ - (ବହୁବ୍ରୀହି)

[ସମ୍ପାଦନା]
୧. ନିନ୍ଦିତପ୍ରକୃତିବିଶିଷ୍ଟ — ୧. Of bad character; bad-natured; vicious; immoral.
୨. ମନ୍ଦବ୍ୟବହାରକାରୀ —୨. Ill-behaved.