Jump to content

ଦୁଷ୍କର୍ମ

ଉଇକିଅଭିଧାନ‌ରୁ

ଦୁଷ୍କର୍ମ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ଦୁର୍+କର୍ମନ; କର୍ମଧାରୟ)

[ସମ୍ପାଦନା]
୧. ଅକାର୍ଯ୍ୟ; ମନ୍ଦ କାର୍ଯ୍ୟ — ୧. Evil act; had act; misdeed.
୨. ଅପରାଧ —୨. Crime; offence.
୩. ପାପ —୩. Sin.
୪. ଦୁର୍ଭାଗ୍ୟ —୪. Ill luck; misfortune.