ଦୁଷ୍ଟାନ୍ନ
ଦେଖଣା
ଦୁଷ୍ଟାନ୍ନ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (କର୍ମଧା; ଦୁଷ୍ଟ+ ଅନ୍ନ)
[ସମ୍ପାଦନା]- ୧. ବିଗିଡ଼ିଥିବା ଅନ୍ନ; ସଢ଼ା ବା ବାସୀ ଭାତ, ପର୍ଯ୍ୟୁସିତାନ୍ନ —୧. Stale and spoiled boiled rice.
- ୨. କୁତ୍ସିତ ଖାଦ୍ୟ —୨. Bad food.
- ୩. ପାପଦ୍ୱାରା ଅର୍ଜିତ ପ୍ରଦତ୍ତ ଅନ୍ନ — ୩. Food earned by sin.
- ୪. ନୀଚ ବ୍ୟକ୍ତିର ପ୍ରଦତ୍ତ ଅନ୍ନ — ୪. Food given by a low or mean perosn.