ଦୁହିତ୍ରସମ୍ପତ୍ତି

ଉଇକିଅଭିଧାନ‌ରୁ

ଦୁହିତ୍ରସମ୍ପତ୍ତି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (କଚିରିଆ) (ସଂସ୍କୃତ - ଦୌହିତ୍ର+ ସମ୍ପତ୍ତି)[ସମ୍ପାଦନା]

କୌଣସି ବ୍ୟକ୍ତିର ପୁଅ ବା ପୁଅର— ପୁଅ ନ ଥିଲେ ତାହାର ତ୍ୟକ୍ତ ସମ୍ପତ୍ତି ଯାହାକି ତାହାର କନ୍ୟାର ପୁଅ (ଦୌହିତ୍ର) ଉତ୍ତରାଧିକାରୀ ସୂତ୍ରେ ପାଏ —Property inherited by the daughters son of a person leaving no son or son's son to inherit him.