Jump to content

ଦୂରସ୍ଥ

ଉଇକିଅଭିଧାନ‌ରୁ

ଦୂରସ୍ଥ

ଉଚ୍ଚାରଣ

[ସମ୍ପାଦନା]
(ଦୂରସ୍ଥା—ସ୍ତ୍ରୀ)
  • (file)

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଦୂର+ ସ୍ଥା ଧାତୁ+ କର୍ତ୍ତୃ. ଅ)

[ସମ୍ପାଦନା]

ଦୂରରେ ଅବସ୍ଥିତ —Situated or living at a great distance; being far off.

ବୈଦେଶିକ - ବିଶେଷଣ - (ଫା)

[ସମ୍ପାଦନା]

ଦୋରସ୍ତ (ଦେଖ) - Dorasta (See)