Jump to content

ଦୃଢ଼

ଉଇକିଅଭିଧାନ‌ରୁ

ଦୃଢ଼

ଉଚ୍ଚାରଣ

[ସମ୍ପାଦନା]

(ଦୃଢ଼ା—ସ୍ତ୍ରୀଲିଙ୍ଗ)

ଦୃଢ଼ତା, ଦୃଢ଼ତ୍ୱ, ଦାର୍ଢ୍ୟ ବି

  • (file)
  • (file)
  • (file)

ସଂସ୍କୃତ - ବିଶେଷଣ - (ଦୃହ୍ ଧାତୁ= ବୃଦ୍ଧି ପାଇବା+କର୍ତ୍ତୃ. ତ)

[ସମ୍ପାଦନା]
୧. ଶକ୍ତ; କଠିନ; ଟାଣ — ୧. Hard; solid; firm.
୨. କରଡ଼ା; ଟାଆଁସା —୨. Tough.
୩. ସବଳ; ମଜ୍ଭୁତ୍; ସମର୍ଥ — ୩. Strong; capable.
୪. ଅଚଳ; ସ୍ଥିବ; ନିଶ୍ଚଳ —୪. Stable; fast; immoveable; fixed.
୫. ଅତିଶୟ —୫. Excessive.
୬. ନୀରୋଗ —୬. Hale; healthy.
୭. ଅଶିଥିଳ; ଚୋସ୍ତ —୭. Tight.
୮. ଅବିଭାଜ୍ୟ; ଯାହା ସହଜରେ ଭାଙ୍ଗେ ନାହିଁ —
୮. Inviolable; Unbreakble.

୯. ଜମାଟ —୯. Frozen; coagulated.
୧. ସ୍ଥିର; ନିଶ୍ଚିତ —୧୦. Certain.
୧୧. (ଗଣିତ) ଗୋଟିଏ ସାଧାରଣ ସଂଖ୍ୟାଦ୍ୱାରା ଭାଗ କରାଯାଇ ସର୍ବନିମ୍ନ ସଂଖ୍ୟାକୁ ଆନୀତ —୧୧. (Arithmetic) Reduced to the least term by a common divisior.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ଲୌହ —୧. Iron.
୨. ବିଷ୍ଣୁ —୨. A name of Bishṇu.
୩. ଧୃତରାଷ୍ଟ୍ରଙ୍କର ଏକ ପୁତ୍ରର ନାମ — ୩. Name of a son of Dhṛutarāshṭra.
୪. (ଗଣିତ) ଯେଉଁ ସଂଖ୍ୟା ଅନ୍ୟ କେଉଁ ରାଶିଦ୍ୱାରା ବିଭାଜିତ ହୋଇ ନ ପାରେ (ହିନ୍ଦୀ - ଶବ୍ଦସାଗର) — ୪. (Arithmetic) A number which is not divisible by any other number.

(ଯଥା—୧,୩,୫,୭ ,୧୧,୧୩,୧୭,୨୩: )

୫. ଦୁର୍ଗ —୫. Fortress (Apte).
୬. ତ୍ରୟୋଦଶ ମନୁ ରୁଚିଙ୍କର ଏକ ପୁତ୍ର (ହିନ୍ଦୀ - ଶବ୍ଦସାଗର) — ୬. Name of ason of the ୧୩th Manu.

ଦେଶଜ - ବିଶେଷ୍ୟ - (ପଦ୍ୟ)

[ସମ୍ପାଦନା]

ଦୃଢ଼ତା — Inviolableness; certainty; fixity.

ବଚନର ଦୃଢ଼ ଯହୁଁ ନ ରହିବା ଅଂଶେ ପ୍ରାଚୀ. ଶ୍ରୀ ଗୁରୁଭକ୍ତି ଗୀତା