ଦେଇ

ଉଇକିଅଭିଧାନ‌ରୁ

ଦେଇ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ଅ. (ସଂସ୍କୃତ - ଦ୍ୱାରା)[ସମ୍ପାଦନା]

୧.ଦ୍ୱାରା — ୧. By.

ତାହା ହେଲେ ଏମାନଙ୍କ ଦେଇ ଫଳ କଣ ମଧୁସୁଦନ ଉତ୍ତର ରାମଚରିତ

୨. (ଅମୁକସ୍ଥାନ) ବାଟେ —୨. Via,

ମଖ ପାଇଁ ଚକିଲେ ମୋଦେ କୌଳାସ ଦେଇ ତୁଳସୀ ବିକ୍ରମ ରାମାୟଣ