ଦେଉଳଝର

ଉଇକିଅଭିଧାନ‌ରୁ

ଦେଉଳଝର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ - (ନାମ)[ସମ୍ପାଦନା]

ଆଠମଲ୍ଲିକ ରାଜଧାନୀର ପଶ୍ଚିମକୁ ୨୩: ମାଇଲ ଦୂରରେ ଥିବା ଗୋଟିଏ ଉଷ୍ଣ ପ୍ରସବଣ —A hot spring ୨ miles off to the west of the capital of the Athmallick State of Orissa.

[ଦ୍ରଷ୍ଟବ୍ୟ —ଏଠାରେ ଶିବରାତ୍ରି ଦିନ ଯାତ୍ରା ହୁଏ ଯାତ୍ରାର ବାସୀ ଦିନ ଏବେ ଷ୍ଟେଟ୍ ତରଫରୁ ଗୋଟିଏ କୃଷିଶିଳ୍ପାଦିର ପ୍ରଦର୍ଶନୀ ଅନୁଷ୍ଠିତ ହେଉଅଛି]