Jump to content

ଦେଣି

ଉଇକିଅଭିଧାନ‌ରୁ

ଦେଣି

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

(ଦେଅଣି—ଅନ୍ୟରୂପ)

ଦେଶଜ - ବିଣ—(ସଂସ୍କୃତ - ଦେୟ; ଦାନୀୟ)

[ସମ୍ପାଦନା]
୧. ଦେୟ — ୧. Payable.
୨. ଅବଶ୍ୟଦେୟ —୨. Unavoidably payable.

(ଯଥା—ଯାତ୍ରା ଦେଖିବାକୁ ଆସି ମତେ ପାଞ୍ଚଟଙ୍କା ଦେଣି ପଡ଼ିଲା)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଦେୟ ଅର୍ଥ —୧. Dues; money payable by a person.

ପ୍ରାଦେଶିକ - (ବାଲେଶ୍ୱର) ବିଶେଷ୍ୟ - (କଚିରିଆ)

[ସମ୍ପାଦନା]
୧. ଦେଣଦାର ଖାତକ — ୧. Debtor.
୨. ଅଦାଲତରେ ଯେଉଁ ଖାତକ ଉପରେ ମହାଜନର ଡିଗ୍ରୀ ହୋଇଥାଏ —୨. Judgment-debtor.