Jump to content

ଦେଣ୍

ଉଇକିଅଭିଧାନ‌ରୁ

ଦେଣ୍

ଉଚ୍ଚାରଣ

[ସମ୍ପାଦନା]

(ଦେଏଣ—ଅନ୍ୟରୂପ)

  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (କଚିରିଆ) (ସଂସ୍କୃତ - ଦା ଧାତୁ; ଦାନ, ଦେୟ)

[ସମ୍ପାଦନା]
୧. ଋଣ —୧. Debt.
୨. ନେବା —୨. Giving.
୩. ଦେୟ ଧନଆଦି ଜମା ଦେବା —୩. Debiting.
୪. ଦେୟ ଧନ —୪. Amount payable.

ସେଇଟା ତ ବର ପିଠିରୁ ଦେଣ୍ ଫକୀରମୋହନ. ଗଳ୍ପସ୍ୱଳ୍ପ

୫. ପ୍ରଦତ୍ତ ବସ୍ତୁ —୫. Any thing given away.

ବିଶେଷଣ -

[ସମ୍ପାଦନା]

ଦେୟ —Payable.