Jump to content

ଦେଣ୍ଦାର

ଉଇକିଅଭିଧାନ‌ରୁ

ଦେଣ୍ଦାର

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ଦେଣାଦାର, ଦେଏଣଦାର, ଦେଣ୍ଦାରିଆ,ଅନ୍ୟରୂପ

ଦେଶଜ - ବିଶେଷଣ - (କଚିରିଆ; ସଂସ୍କୃତ - ଦାନ+ଫାରାସୀ - ପ୍ରତ୍ୟୟ ଦାର୍)

[ସମ୍ପାଦନା]

ଋଣଗ୍ରସ୍ତ —Indebted; invoived in debts.

ବିଶେଷ୍ୟ -

[ସମ୍ପାଦନା]
୧. ଖାତକ; ଅଧମର୍ଣ —୧. Debtor.
୨. ଯାହା ଉପରେ ଅନ୍ୟ ବ୍ୟକ୍ତି ଡିଗ୍ରୀ ପାଇ ଥାଏ —୨. Judgment-debtor.