ଦେବ

ଉଇକିଅଭିଧାନ‌ରୁ

ଦେବ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଦେବୀ—ସ୍ତ୍ରୀ)
  • (file)
  • (file)

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ଦିବ୍ ଧାତୁ=କ୍ରୀଡ଼ାକରିବା+କର୍ତ୍ତୃ. ଅ; ଯେ ସର୍ବତ୍ର କ୍ରୀଡ଼ା ବା ବିଚରଣ କରନ୍ତି; ତୁଳ. ଏହି ଅର୍ଥରେ ଫ୍ରଞ୍ଚ—ଡେଇଟେ; ପ୍ରୁସିୟ—ଡେଇଟାଟ୍; ସ୍ପେନୀୟ— ଡେଇଡାଡ୍; ଇଟାଲୀୟ—ଡେଇଟା; ଲାଟିନ୍—ଡେଇଟାସ୍; ଜର୍ମାନ୍—ଡେଇଡେଡ୍; ଲିଥନୀୟ—ଦେବସ୍; ଇଂରାଜୀ —ଡେଇଟୀ; ଫା—ଦାବର୍=ଈଶ୍ୱର; ଜ୍ଞାନେନ୍ଦ୍ର)[ସମ୍ପାଦନା]

୧. ଈଶ୍ୱର —୧. God.
୨. ଦେବତା; ସ୍ୱର୍ଗବାସୀ — ୨. Deity; heavenly Being; Divinity.

[ଦ୍ରଷ୍ଟବ୍ୟ —ଦେବତା ତଳେ ନୋଟ ଦେଖ]

୩. ବ୍ରାହ୍ମଣ —୩. A Brāhmaṇa.
୪. ଦେବଶର୍ମା; ବ୍ରାହ୍ମଣଙ୍କ ନାମ ପରେ ଯୁକ୍ତ ହୁଏ, ଯଥା—ନୀଳମଣି ଦେବ —୪. A title of Brāhmaṇas.
୫. ରାଜା —୫. A king.
୬. ଦେଓ; ରାଜାଙ୍କ ଉପାଧି — ୬. Title of kings.
୭. ପ୍ରଭୁ; ସ୍ୱାମୀ —୭. Lord; master.
୮. (ଭକ୍ତି ଓ ସମ୍ମାନସୂଚକ) ଦେବତାଙ୍କ ପରି ପୂଜ୍ୟ ବ୍ୟକ୍ତି; ଗୁରୁଜନ —୮. One's elder; a revered man (e.g. one's preceptor)

(ଯଥା—ଗୁରୁଦେବ; ପିତୃଦେବ)

୯. ଦୀପ୍ତି —୯. Brightness.
୧. ପାରଦ; ପାରା —୧୦. Mercury.
୧୧. ଦେବର; ଦିଅର — ୧୧. Husband's younger brother.
୧୨. ପର୍ଜ୍ଜନ୍ୟ ଦେବ; ମେଘ — ୧୨. The clouds deified.

ବିଶେଷଣ -[ସମ୍ପାଦନା]

୧. ପ୍ରଧାନ; ଶ୍ରେଷ୍ଠ —୧. Chief; principal.
୨. ପୂଜ୍ୟ —୨. Revered.
୩. ବିଜିଗୀଷୁ —୩. Desirous of conquering.
୪. ସ୍ୱାମୀ ବା ପ୍ରଭୁଙ୍କ ସ୍ଥାନ ଅଧିକାରକାରୀ — ୪. Occupying the position of lord or master.
୧୩. ପ୍ରଧାନ ବ୍ୟକ୍ତି; ଶ୍ରେଷ୍ଠ ବ୍ୟକ୍ତି (ଏହି ଅର୍ଥରେ ଅନ୍ୟ ଶବ୍ଦ ସଙ୍ଗେ ପ୍ରଯୁକ୍ତ ହୁଏ ଯଥା—ନରଦେବ) — ୧୩. Principal; the head; chief person.
୧୪. (+କରଣ. ଅ)—ଇନ୍ଦ୍ରିୟ (ପ୍ରକୃତିବାଦି) — ୧୪. Organ of sense.
୧୫. (+ଭାବ. ଅ)—କ୍ରୀଡ଼ା; ବିହାର — ୧୫. Play; sport.