Jump to content

ଦେବଦାଳୀ

ଉଇକିଅଭିଧାନ‌ରୁ

ଦେବଦାଳୀ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ତରଡ଼ା ବା ଜହ୍ନୀଜାତୀୟ ଏକ ପ୍ରକାର ଲତାଫଳ — Bristly Luffa; Luffa Echinate; Andropogen Serratus.

[ଦ୍ରଷ୍ଟବ୍ୟ —ଏହା ତିକ୍ତରସ, ବମନ— କାରକ, ତୀକ୍ଷ୍ଣ ଏବଂ କଫ, ଶୋଥ, ବାତ, ଅର୍ଶ, ପାଣ୍ଡୁ, ହିକ୍କା, କୃମୀ, ଜ୍ୱର, ଗୁଳ୍ମ, ଶୂଳ, ଶ୍ଳେଷ୍ମାନାଶକ ଅନ୍ୟ ପ୍ରକାର ଦେବଦାଳୀ ପୀତ ପର୍ଣ୍ଣ ଏହାର ସଂସ୍କୃତ - ନାମ—ଖରସ୍ପର୍ଶା, ବିଷଘ୍ନୀ, ଗରନାଶିନୀ ]