ଦେବାନୁ

ଉଇକିଅଭିଧାନ‌ରୁ

ଦେବାନୁ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ବୈଦେଶିକ - ବିଶେଷ୍ୟ - (ଫାରାସୀ - ଦେବାନ୍)[ସମ୍ପାଦନା]

ରାଜ୍ୟର ପ୍ରଧାନ ସଚିବ — Minister; the chief executive officer of a state; Dewan.

[ଦ୍ରଷ୍ଟବ୍ୟ —ଏ ଫାରସୀ ଶବ୍ଦ ଓଡ଼ିଆ ଓ ଇଂରାଜୀରେ ଚଳିଲାଣି ]