Jump to content

ଦେବୀ

ଉଇକିଅଭିଧାନ‌ରୁ

ଦେବୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ଦେବ+ସ୍ତ୍ରୀ. ଈ)[ସମ୍ପାଦନା]

୧. ସ୍ତ୍ରୀ ଦେବତା — ୧. Goddess.
୨. ମହାଶକ୍ତି; ଦୁର୍ଗା —୨. The Goddess Durgā.
୩. ପାଟରାଣୀ; ରାଜମହିଷୀ —୩. The chief queen.
୪. ବ୍ରାହ୍ମଣୀ —୪. A Brāhmaṇī woman.
୫. ପୂଜ୍ୟା ବା ମାନ୍ୟ ସ୍ତ୍ରୀ —୫. A respected female.

[ଦ୍ରଷ୍ଟବ୍ୟ — ସଧବା ବ୍ରାହ୍ମଣୀମାନଙ୍କୁ 'ଦେବୀ' ଓ ବିଧବାମାନଙ୍କୁ 'ଦେବ୍ୟା' ଉପାଧି ଦିଆଯାଇ ଲେଖାଯାଏ କ୍ଷତ୍ରୀୟ ଓ କରଣ ସ୍ତ୍ରୀମାନଙ୍କ ନାମ ପରେ ବ୍ୟବହୃତ 'ଦେଈ' ମଧ୍ୟ 'ଦେବୀ'ର ଅପଭ୍ରଂଶ ଶୁଦ୍ରାସ୍ତ୍ରୀମାନଙ୍କ ନାମ ପରେ 'ଦାସୀ' ବ୍ୟବହୃତ ହୁଏ ଆଜିକାଲି କି ବ୍ରାହ୍ମଣୀ, କି କ୍ଷତ୍ରୀୟା, କି ଶୂଦ୍ରା ସମସ୍ତେ ଦେବୀ ଉପାଧି ବ୍ୟବହାର କରୁଥିବାର ଦେଖାଯାଏ ]

୬. (ବୈଦେକ) ଶାଳପର୍ଣ୍ଣୀ (ଦେଖ) - ୬. Ṡāḻaparṇntod;ī (see)
୭. (ବୈଦ୍ୟକ) ପିଡ଼ଙ୍ଗ (ଦେଖ) - ୭. Piṟḍ̠aṅga (see)
୮. (ବୈଦେକ) ମୂର୍ବ୍ୱା (ଦେଖ) - —୮. Mūrbbā (see)
୯. (ବୈଦେକ) ଅଷାଢ଼ୂଆ (ଦେଖ) - ୯. Ashāṟḍ̠ẖuā (See)
୧. (ବୈଦେକ) ଅଣସୋରିଷିଆ; ଆଦିତ୍ୟଭକ୍ତା (ଦେଖ) - ୧୦. Ādityabhaktā (See)


୧୧. ସୁଶୀଳା ଓ ସଦାଚାରିଣୀ ସ୍ତ୍ରୀ (ହିନ୍ଦୀ - ଶବ୍ଦସାଗର) — ୧୧. A virtuous woman.
୧୨. ନାଗରମୁଥା (ହିନ୍ଦୀ - ଶବ୍ଦସାଗର) — ୧୨. The big variety to grass-root.
୧୩. ହରିଡ଼ା (ହିନ୍ଦୀ - ଶବ୍ଦସାଗର) —୧୩. Myrobalan.
୧୪. ତିଶି (ହିନ୍ଦୀ - ଶବ୍ଦସାଗର) —୧୪. Linseed.
୧୫. ଶ୍ୟାମା ପକ୍ଷୀ (ହିନ୍ଦୀ - ଶବ୍ଦସାଗର) — ୧୫. A kind of myna bird.

ଦେଶଜ - ବିଶେଷ୍ୟ - ସ୍ତ୍ରୀ[ସମ୍ପାଦନା]

ରାଜାମାନଙ୍କର ପାଟରାଣୀଙ୍କ ଛଡ଼ା ଅନ୍ୟ ରାଣୀମାନଙ୍କ ଉପାଧି —The title of the Ranees other than the principal Ranee.