ଦେଶଜ

ଉଇକିଅଭିଧାନ‌ରୁ

ଦେଶଜ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ସଂସ୍କୃତ - ବିଶେଷଣ - (ଦେଶ+ଜନ ଧାତୁ+ଅ)[ସମ୍ପାଦନା]

ଦେଶରେ ଜାତ — Produced in a country.

ଦେଶଜ - ବିଶେଷଣ - (ଆଧୁନିକ ଅଭିଧାନକାରମାନଙ୍କ ବ୍ୟବହୃତ ଭାଷା)[ସମ୍ପାଦନା]

ଯେଉଁ ଶବ୍ଦମାନ ସଂସ୍କୃତ ଛଡ଼ା ଅନ୍ୟ ଭାରତୀୟ ଭାଷାରୁ ଆସି ଦେଶର ଅଧିବାସୀଙ୍କ ବ୍ୟବହାରରୁ ଭାଷାରେ ବ୍ୟବହୃତ ହୋଇଅଛି —Words current in a language which have been borrowed from any Indian language other than Sanscrit.

[ଦ୍ରଷ୍ଟବ୍ୟ —ଯେଉଁ ସବୁ ଶବ୍ଦ ସଂସ୍କୃତ ଶବ୍ଦମାନଙ୍କର ମୌଳିକ ରୂପ ରଖିଅଛି ତାକୁ ତତ୍ସମ, ଯେଉଁସବୁ ଶବ୍ଦ କିଞ୍ଚିତ୍ ବିକୃତ ହୋଇଅଛି ତାକୁ ତଦ୍ଭବ ଓ ଯେଉଁ ଶବ୍ଦମାନ ସଂସ୍କତଛଡ଼ା ଅନ୍ୟ ଭାରତୀୟ ଭାଷାମାନଙ୍କରୁ ଅଣା ଯାଇଅଛି, କିମ୍ୱା ଯହିଁର ମୂଳଶବ୍ଦ ଅବଧି ନିରୂପିତ ହୋଇ ନାହିଁ, ଅଭିଧାରକାରମାନେ ସେ ଶବ୍ଦମାନଙ୍କୁ ଦେଶଜ ଶବ୍ଦ ରୂପେ ଗଣନା କରୁଅଛନ୍ତି

ଏହି ଭାଷାକୋଷରେ ତଦ୍ଭାବ ଓ ସଂସ୍କୃତଛଡ଼ା ଅନ୍ୟ ଭାରତୀୟ ଭାଷାମାନଙ୍କରୁ ଆନୀତ ଶବ୍ଦମାନ ଓ ଯେଉଁ ଶବ୍ଦମାନଙ୍କର ମୂଳ ନିର୍ଣ୍ଣିତ ହୋଇ ପାରି ନାହିଁ ସେମାନଙ୍କୁ 'ଦେଶଜ' ଆଖ୍ୟା ଦିଆ ଯାଇଅଛି]