ଦେଶିଆ
ଦେଖଣା
ଦେଶିଆ
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷଣ - (ସଂସ୍କୃତ - ଦେଶୀୟ; ଅନ୍ୟ ଦେଶବାଚକ ଶବ୍ଦ ପରେ ଲାଗେ; ଯଥା—ବଙ୍ଗଦେଶିଆ ଚୀନଦେଶିଆ)
[ସମ୍ପାଦନା]- ୧. ଦେଶୀୟ —୧. Pertaining to a countryy.
- ୨. ମଫସଲିଆ; ଗ୍ରାମୀଣ — ୨. Resident of a village; rural.
ପ୍ରାଦେଶିକ - (ଜୟପୁର) ବିଶେଷ୍ୟ -
[ସମ୍ପାଦନା]ନୀଚ ଶୂଦ୍ରଜାତିବିଶେଷ — A low caste of Ṡūdras living in Jayapura.