ଦେଶିଆ

ଉଇକିଅଭିଧାନ‌ରୁ

ଦେଶିଆ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଦେଶଜ - ବିଶେଷଣ - (ସଂସ୍କୃତ - ଦେଶୀୟ; ଅନ୍ୟ ଦେଶବାଚକ ଶବ୍ଦ ପରେ ଲାଗେ; ଯଥା—ବଙ୍ଗଦେଶିଆ ଚୀନଦେଶିଆ)[ସମ୍ପାଦନା]

୧. ଦେଶୀୟ —୧. Pertaining to a countryy.
୨. ମଫସଲିଆ; ଗ୍ରାମୀଣ — ୨. Resident of a village; rural.

ପ୍ରାଦେଶିକ - (ଜୟପୁର) ବିଶେଷ୍ୟ -[ସମ୍ପାଦନା]

ନୀଚ ଶୂଦ୍ରଜାତିବିଶେଷ — A low caste of Ṡūdras living in Jayapura.