ଦେହ

ଉଇକିଅଭିଧାନ‌ରୁ

ଦେହ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ଦିହ୍ ଧାତୁ=ଲେପନ କରିବା; ଏକତ୍ର କରିବା+କର୍ମ ଅ)[ସମ୍ପାଦନା]

୧. ଶରୀର; ତନୁ —୧. Body.
୨. (+ଭାବ. ଅ)—ଲେପନ — ୨. Anointing; plastering; semearing.
୩. ଅଙ୍ଗ ପ୍ରତ୍ୟଙ୍ଗ —୩. Limbs.
୪. ଜୀବନ —୪. Life.
୫. ମୂର୍ତ୍ତି; ରୂପ —୫. Image; from.

[ଦ୍ରଷ୍ଟବ୍ୟ —ଦେହ ଦୁଇ ପ୍ରକାର; ଯୋନିଜ ଓ ଆଯୋନିଜ; ଯୋନିଜ ଦେହ ଦ୍ୱିବିଧ—ଜରାୟୂଜ ଓ ଅଣ୍ଡଜ ଆଯୋନିଜ ଦେହ— ସ୍ୱେଦଜ, ଉଦ୍ଭିଜ୍ଜ, ଜଳଜ ଓ ତୈଜସ ଭେଦରେ ଚତୁର୍ବିଧ

ଏହା ଛଡ଼ା ଅଙ୍ଗୁଷ୍ଠ ପରିମିତ ସୂକ୍ଷ୍ମ ଦେହ ମଧ୍ୟ ଅଛି ଦେହ କର୍ମଫଳାଫଳ ଭୋଗ କରେ ହିନ୍ଦୀ - ଶବ୍ଦସାଗର]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ଜୀବନ କାଳ —୧. Lifetime.

(ଯଥା—ଆମ ବାପାଙ୍କ ଦେହକରେ ଏପରି ଘଟଣା ଘଟି ନ ଥିଲା)

୨. ସ୍ୱାସ୍ଥ୍ୟ —୨. Health.

(ଯଥା— ତାଙ୍କ ଦେହ ଖରାପ ହୋଇଅଛି)