ଦୈନ୍ୟ

ଉଇକିଅଭିଧାନ‌ରୁ

ଦୈନ୍ୟ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଦିନ+ଭାବ. ଯ)[ସମ୍ପାଦନା]

୧. ଦୀନତା; ଦାରିଦ୍ୟ୍ର —୧. Poverty; wretchedness.
୨. କାତରତା —୨. Distress.
୩. ଅତିଶୟ ଦୁଃଖାବସ୍ଥା — ୩. Pitiable condition; misery.
୪. ସନ୍ତାପ —୪. Affliction; distress.
୫. ମନୋଦୁଃଖ —୫. Dejection.
୬. କାବ୍ୟର ସଂଚାରୀ ଭାବ ବିଶେଷ, ଯାହା ପାଠ, ଶ୍ରବଣ ବା ଦର୍ଶନ କଲେ ମନ ଦୁଃଖାଦିଦ୍ୱାରା କାତର ହୁଏ — ୧. Pathos (in literature); pathetic feeling.

ଦେଶଜ - .ବିଶେଷ୍ୟ -[ସମ୍ପାଦନା]

ଦଇବି; କାତର ପ୍ରାର୍ଥନା —Doleful prayer.

ବୋଲ ଯେ ଦୈନ୍ୟ ସନ୍ତତେ ତତେ ଭଞ୍ଜ. ପ୍ରେମସୁଧାନିଧି.