ଦୋଅଣୀ

ଉଇକିଅଭିଧାନ‌ରୁ

ଦୋଅଣୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଦୋଓଣୀ—ଅନ୍ୟରୂପ)

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଦ୍ୱି. ଆନକ)[ସମ୍ପାଦନା]

ଦୁଇ ଅଣା ମୂଲ୍ୟର ମୁଦ୍ରା — A two-anna-bit a coin worth two annas.

ପ୍ରାଦେଶିକ - (ଯାଜପୁର) ବିଶେଷ୍ୟ - (ସଂସ୍କୃତ - ଦୋହନୀ)[ସମ୍ପାଦନା]

ଗାଈଦୁହାଁ ଠେକି —A narrow-mouthed small pitcher used during milking.