ଦୋଅଣୀ
ଦେଖଣା
ଦୋଅଣୀ
ଉଚ୍ଚାରଣ
[ସମ୍ପାଦନା](ଦୋଓଣୀ—ଅନ୍ୟରୂପ)
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଦ୍ୱି. ଆନକ)
[ସମ୍ପାଦନା]ଦୁଇ ଅଣା ମୂଲ୍ୟର ମୁଦ୍ରା — A two-anna-bit a coin worth two annas.
ପ୍ରାଦେଶିକ - (ଯାଜପୁର) ବିଶେଷ୍ୟ - (ସଂସ୍କୃତ - ଦୋହନୀ)
[ସମ୍ପାଦନା]ଗାଈଦୁହାଁ ଠେକି —A narrow-mouthed small pitcher used during milking.